Below header

ବିନା ନମ୍ବରରେ ନୂଆ ଗାଡ଼ି ବିକ୍ରି କରୁଥିବାରୁ ଡିଲର ଉପରେ ଏକ ଲକ୍ଷ ଟଙ୍କା ଫାଇନ୍‌

ପୁରୀ (କେନ୍ଯୁଜ୍) : ବିନା ନମ୍ବରରେ ନୂଆ ଗାଡ଼ି ବିକ୍ରି କରୁଥିବାରୁ ଡିଲର ଉପରେ ଏକ ଲକ୍ଷ ଟଙ୍କା ଫାଇନ୍‌। ପୁରୀ ପୋଲିସ ଓ ଏମ୍‌ଭିଆଇର ମିଳିତ ଚଢାଉ କରାଯାଇ ଫାଇନ କରାଯାଇଛି। ପୁରୀରେ ଥିବା ଶିବମ ହୋଣ୍ଡା ଉପରେ ଫାଇନ୍‌ ଲାଗିଛି। ସମୁଦ୍ରକୂଳ ଥାନା ଅଞ୍ଚଳରେ ଟ୍ରାଫିକ ଚେକିଂ ଚାଲୁଥିବା ବେଳେ ନମ୍ବର ବିହୀନ ଗାଡ଼ି ଧରା ପଡିଥିଲା। ଏହାପରେ ପୋଲିସ ଚଢାଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.