ମହିଳା ଡାକ୍ତର ଗଣଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର, ଘଟଣାସ୍ଥଳରେ ମାରିଲା ଗୁଳି

ହାଇଦ୍ରାବାଦ : ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର। ଚେତନାପାଲି ଓଭରବ୍ରିଜ୍‌ରେ ଏନ୍‌କାଉଣ୍ଟରରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିବାବେଳେ ଏନ୍‌କାଉଣ୍ଟର କରିଛି ତେଲେଙ୍ଗାନା ପୋଲିସ। ଭୋର ୩ଟାରେ ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ଜାଳିଥିବା ସ୍ଥାନରେ ଏନ୍‌କାଉଣ୍ଟର ହୋଇଛି। ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗତ ୨୭ ତାରିଖରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ପୋଡିଦେଇଥିଲେ ଅଭିଯୁକ୍ତ।

encounter

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.