Below header
Browsing Tag

rape accused encounter

ମହିଳା ଡାକ୍ତର ଗଣଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର, ଘଟଣାସ୍ଥଳରେ ମାରିଲା ଗୁଳି

ହାଇଦ୍ରାବାଦ : ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର। ଚେତନାପାଲି ଓଭରବ୍ରିଜ୍‌ରେ ଏନ୍‌କାଉଣ୍ଟରରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିବାବେଳେ ଏନ୍‌କାଉଣ୍ଟର କରିଛି ତେଲେଙ୍ଗାନା ପୋଲିସ। ଭୋର ୩ଟାରେ ଏନ୍‌କାଉଣ୍ଟର…