Below header
Browsing Tag

attempted to minor

ପୁଣି ଲଜ୍ଜା: ବିଚ ରାସ୍ତାରୁ ନାବାଳିକାଙ୍କୁ ଘୋଷାଡ଼ି ନେଇ ଦୁଷ୍କର୍ମ ଉଦ୍ୟମ, କାବୁ ହେଲା ଅଭିଯୁକ୍ତ

ରାଜନଗର (କେନ୍ୟୁଜ): ରାଜନଗରରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ବିଚ ରାସ୍ତା ଉପରୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ । ନାବାଳିକା ପାଟି କରିବାରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ। ଯୁବକ ରାଜନଗର ଡ଼ିଆପାରୀ ଗାଁର ବାପୁଜୀ ସେଠି । ଯୁବକକୁ ରାଜନଗର…