Below header
Browsing Tag

car theft

ବାରଣାସୀରୁ ମିଳିଲା ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର, ୨ ଗିରଫ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଚୋରି ହୋଇଥିବା କାର୍‌ ବାରଣାସୀରୁ ପୋଲିସକୁ ମିଳିଛି । ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫଚ୍ୟୁନର କାର ଗତ ମାସ ମାର୍ଚ୍ଚ ୧୯ ତାରିଖରେ ଚୋରି ହୋଇଥିଲା । ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ କାର ଚୋରି ହୋଇଥିବା ପୋଲିସ…

କାର ଭଡ଼ାରେ ନେଇ ବନ୍ଧା ପକେଇ ଦେଲେ ଅଭିଯୁକ୍ତ

ଭୁବନେଶ୍ୱର: ସେଲ୍ଫ ଡ୍ରାଇଭ କାର ଭଡ଼ାରେ ନେଇ ବନ୍ଧା ପକେଇ ଦେଲେ ଅଭିଯୁକ୍ତ I ଦୁଇ ଅଭିଯୁକ୍ତ ଦୁଇଟି ସଂସ୍ଥାରୁ ପ୍ରାୟ ୯ ଟି ଭଡ଼ା ଗାଡ଼ି ନେଇ ଫେରାର ହୋଇଯାଇଥିଲେ I ଭଡ଼ା ଗାଡିକୁ ନେଇ ଅନ୍ୟ ଲୋକଙ୍କ ପାଖରେ ବିଭିନ୍ନ ଆଳ ଦେଖାଇ, ବନ୍ଧା ରଖି ଟଙ୍କା ନେଇ ଯାଉଥିଲେ ଅଭିଯୁକ୍ତ I ଆଉ ଏଜେନସି…