Browsing Tag

critically injured

ଅନୁଗୁଳରେ ଅଘଟଣ : ବାଣ ଫୁଟି ପୁଅ ମୃତ, ବାପା ଗୁରୁତର

ଅନୁଗୁଳ : ବାଣ ଫୁଟି ପୁଅ ମୃତ, ବାପା ଗୁରୁତର । ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ଏହି ଅଘଟଣ ଘଟିଛି । ମୃତ ପୁଅ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସରୋଜ ଓ ତାଙ୍କ ଭାଇଙ୍କ…

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ମହିଳା ମୃତ, ୪ ଗୁରୁତରଙ୍କୁ SCBରେ ଭର୍ତ୍ତି

କଟକ : ଓଲଟିଲା ଅଟୋ, ମହିଳା ମୃତ । ୪ ଗୁରୁତର ଆହତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି । କଟକ ବିରିବାଟିରୁ କଟକକୁ ଆସିବା ସମୟରେ ଅଟୋଟି ଅର୍ଥଙ୍ଗାଗଡା଼ଠାରେ ଭାରସାମ୍ୟ ହରାଇ ଓଲଟିପିଡିଥିଲା  ।  ଅଟୋରେ ୩ଜଣ ପୁରୁଷ ଓ ୨ଜଣ ମହିଳା ଥିଲେ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର…

ମହୁମାଛି ଆକ୍ରମଣରେ ୭ ଗୁରୁତର, ମେଡ଼ିକାଲରେ ଭର୍ତ୍ତି

କାମାକ୍ଷାନଗର : ମହୁମାଛି ଆକ୍ରମଣରେ ୭ ଗୁରୁତର । ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗାଁରେ ଘଟଣା ଘଟିଛି । ରେଙ୍ଗାଳି କେନାଲ ରାସ୍ତାରେ ଲୋକ ଯିବା ଆସିବା କରୁଥିବାବେଳେ ହଠାତ୍ ଆକ୍ରମଣ କରିଥିଲେ ମହୁମାଛି । ଫଳରେ ଅଙ୍ଗନବାଡି ଦିଦି ଭାନୁମତି ସାହୁଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି । …

ଦଇବ ସାଧିଲା ଦାଉ,ଯେଉଁଠି ଆଶ୍ରୟ ନେଲେ ବଜ୍ରପାତରେ ସେଠି ଟଳି ପଡ଼ିଲେ

ଆକାଶରୁ ଖସିଲା ମୃତ୍ୟୁ, ବଜ୍ରାଘାତରେ ଟଳି ପଡ଼ିଲେ ମା’ ପୁଅ, ସେପଟେ ବାପା ଗୁରୁତର । ବଜାରକୁ ସୌଦା କରିବା ପାଇଁ ଯାଇଥିଲେ ହେଲେ ବଜ୍ରପାତ ପରିବାର ଉଜାଡି ଦେଲା । କଥାରେ ଅଛି ଦଇବ ଯେତେବେଳେ ଦାଉ ସାଧିବ ତାକୁ କିଅଵା ରୋକି ହେବ । ହଁ ଆଜ୍ଞା ବଜ୍ରାଘାତ ନେଇଛି ଆଉ ଦୁଇ ଜୀବନ । ବର୍ଷା ହେଲା…

ଆମ୍ବ ତୋଳିବାକୁ ଯାଇ ଗଛରୁ ପଡ଼ି ଯୁବକ ଗୁରୁତର

ବାରଙ୍ଗ : ଆମ୍ବ ତୋଳିବାକୁ ଗଛରେ ଚଢ଼ିଥିବା ବେଳେ ତଳକୁ ଖସିପଡ଼ି ଯୁବକ ଗୁରୁତର ହୋଇଛନ୍ତି । ବାରଙ୍ଗ ଥାନା ଅନ୍ତର୍ଗତ ଗୋଠପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯୁବକ ଜଣକ ହେଲେ ସେହି ଗ୍ରାମର ଗୌତମ ଜେନା । ସୂଚନା ଅନୁସାରେ ଗୁରୁବାର ସଂଧ୍ୟାରେ ଯୁବକ ଜଣକ ପରିବାର…

ଚଳନ୍ତା ଟ୍ରେନରେ ଚଢିବା ବେଳେ ଅଘଟଣ, ମା ଓ ଶିଶୁ କନ୍ୟା ଗୁରୁତର

ରାୟଗଡା : ଚଳନ୍ତା ଟ୍ରେନରେ ଚଢିବା ବେଳେ ଅଘଟଣ ।  ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଏହି ଅଘଟଣ ଘଟିଛି ।   କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁ କନ୍ୟା  ଗୁରୁତର ହୋଇପଡିଛନ୍ତି ।   ସେମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର  କରାଯାଇଛି । ଉଭୟଙ୍କୁ…

ଢେଙ୍କାନାଳରେ ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ, ଜଣେ ମୃତ, ୨ ଶ୍ରମିକ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳରେ ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ ।  ଜଣେ ମୃତ, ୨ ଶ୍ରମିକ ଗୁରୁତର ଅବସ୍ଥାରେ ଉଦ୍ଧାର ।  ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ।  ଗୁରୁତରଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି  ।  ଏନଏଚ- ୫୫ ମହିଷା ପାଟ ଛକ ନିକଟରେ ହୋଟେଲ ଛାତ…

ନିର୍ବନ୍ଧ ସାରି ଫେରୁଥିବା ବେଳେ ଗଛରେ ପିଟି ହେଲା ଟ୍ରାଭେଲର ବସ :୫ ଗୁରୁତର, ୧୬ ଆହତ

ସୋରଡା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଳବାଡ଼ି ପଞ୍ଚାୟତ ଭୂତପଙ୍କାଳ ଠାରେ ନିର୍ବନ୍ଧ କାର୍ଯ୍ୟ ସାରି ଦାରିଂବାଡ଼ି ରୁ ସୋରଡ଼ା ଫେରୁଥିବା ବେଳେ ଗଛରେ ପିଟି ହେଲା ଟ୍ରାଭେଲର ବସ। ସୂଚନା ମୁତାବକ ଟ୍ରାଭେଲର ରେ ଥିଲେ ମୋଟ ୨୧ ଜଣ ଯାତ୍ରୀ। ଯେଉଁଥିରୁ ୫ ଗୁରୁତର ଥିବାବେଳେ ୧୬…