Below header
Browsing Tag

cultural program

ଜମିଲା ଧର୍ମଶାଳା ମହୋତ୍ସବର ଦଶମ ସନ୍ଧ୍ୟା, ଶ୍ରୋତାଙ୍କୁ ଝୁମାଇଲେ କଣ୍ଠଶିଳ୍ପୀ ଇରା ମହାନ୍ତି

ଧର୍ମଶାଳା (କେନ୍ୟୁଜ୍‌): ଯାଜପୁର ଧର୍ମଶାଳା ମହୋତ୍ସବର ଦଶମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତି। । ମହୋତ୍ସବର ମୁକ୍ତାକାଶ ମଞ୍ଚରେ ଇରା ତାଙ୍କ ସୁଲଳିତ କଣ୍ଠରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ରାମାରେ ରାମାରେ’, ‘ବାବୁ ଆଇ ଲଭ ୟୁ’…

ପାରଳା ରାଜାଙ୍କ ଦେହାନ୍ତରେ ମର୍ମାହତ ପ୍ରଜା, ଗଜପତି ଉତ୍ସବରେ ହେବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଜପତି(କେନ୍ୟୁଜ୍): ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ଦେହାନ୍ତ ଯୋଗୁ ଗଜପତି ଉତ୍ସବରେ ହେବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜିଠାରୁ ହେବାକୁ ଥିବା ଗଜପତି ଉତ୍ସବ ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,…