Below header

ଜମିଲା ଧର୍ମଶାଳା ମହୋତ୍ସବର ଦଶମ ସନ୍ଧ୍ୟା, ଶ୍ରୋତାଙ୍କୁ ଝୁମାଇଲେ କଣ୍ଠଶିଳ୍ପୀ ଇରା ମହାନ୍ତି

ଯାଜପୁର ଧର୍ମଶାଳା ମହୋତ୍ସବର ଦଶମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତି। । ମହୋତ୍ସବର ମୁକ୍ତାକାଶ ମଞ୍ଚରେ ଇରା ତାଙ୍କ ସୁଲଳିତ କଣ୍ଠରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ରାମାରେ ରାମାରେ’, ‘ବାବୁ ଆଇ ଲଭ ୟୁ’ ଭଳି ଅନେକ ହିଟ ଗୀତ ଗାଇ ଦର୍ଶକଙ୍କୁ ବିଭୋର କରିଥିଲେ ।

ଧର୍ମଶାଳା (କେନ୍ୟୁଜ୍‌): ଯାଜପୁର ଧର୍ମଶାଳା ମହୋତ୍ସବର ଦଶମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତି। । ମହୋତ୍ସବର ମୁକ୍ତାକାଶ ମଞ୍ଚରେ ଇରା ତାଙ୍କ ସୁଲଳିତ କଣ୍ଠରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ରାମାରେ ରାମାରେ’, ‘ବାବୁ ଆଇ ଲଭ ୟୁ’ ଭଳି ଅନେକ ହିଟ ଗୀତ ଗାଇ ଦର୍ଶକଙ୍କୁ ବିଭୋର କରିଥିଲେ ।

ଶୀତୁଆ ସନ୍ଧ୍ୟାରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଶତାଧିକ ଲୋକ । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଦର୍ଶକ ଗ୍ୟାଲେରୀରେ ବସି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଇରାଙ୍କ ସହ କଣ୍ଠଶିଳ୍ପୀ ସୋମନାଥ ଓ ସାଥୀ କଳାକାରମାନେ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.