Browsing Tag

deep Siphon

ପାଣି ଦେଖିବାକୁ ଆସି ୬୦ ଫୁଟ ତଳକୁ ଖସିପଡିଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି

ଆଠମଲ୍ଲିକ (କେନ୍ୟୁଜ): ୬୦ ଫୁଟ ତଳେ ଫଶି ରହିଛି ନାବାଳକ । ଆଠମଲ୍ଲିକ ବ୍ଲକ କଳା ମାଟି ଗାଁରେ ଅଘଟଣ । ୬୦ ଫୁଟ ତଳେ ସାଇଫନରେ ଫଶିରହିଛି ୮ ବର୍ଷର ନାବାଳକ । କେନାଲର ପାଣି ଦେଖିବାକୁ ଆସି ଥିଲା ଆଠମଲ୍ଲିକ ଶିଶୁ ମନ୍ଦିରରେ ପଢୁଥିବା ଛାତ୍ର ସ୍ବରାଜ କୁମାର ରାଉତ । ଭୁଲରେ ସେ ସାଇଫନ ଭିତରେ…