ଦିଲ୍ଲୀ ପୋଲିସ କନେଷ୍ଟବଳ ଭର୍ତ୍ତି ପାଇଁ ଆସିଗଲା ଆଡ୍ମିଟ କାର୍ଡ, ଏହି ଲିଙ୍କରେ କରନ୍ତୁ ଡାଉନଲୋଡ
ମଧ୍ୟ ପ୍ରଦେଶ ଜୋନ (ଏମ୍ପିଆର),ଉତ୍ତର ପୂର୍ବ ଜୋନ (ଏନ୍ଆଇଆର) ଏବଂ ପଶ୍ଚିମୀ ଜୋନ (ଡବ୍ଲ୍ୟୁଆର)ର କର୍ମଚାରୀ ଚୟନ ଆୟୋଗ(ଏସ୍ଏସ୍ସି) ଦିଲ୍ଲୀ ଦିଲ୍ଲୀ ପୁଲିସ କନେଷ୍ଟବଳର ଅକ୍ଟୋବର ୨୧ ରେ ଥିବା ଅନ୍ଲାଇନ ପରୀକ୍ଷା ପାଇଁ ନିଜର ଅଫିସିଆଲ ୱେବସାଇଟ୍ରେ ଆଡ୍ମିଟ କାର୍ଡ ଅପ୍ଲୋଡ କରିଛି।…