ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନୋନୀତ
ଆମେରିକା: ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନୋନୀତ ହୋଇଛନ୍ତି । ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଶାନ୍ତି ପାଇଁ ହୋଇଥିବା ବିଭିନ୍ନ ଚୁକ୍ତିରେ ଟ୍ରମ୍ପଙ୍କ ପ୍ରମୁଖ ଭୂମିକା ଥିବାରୁ ଏହି ପଦବୀ ପାଇଁ ଟ୍ରମ୍ପ ମନୋନୀତ ହୋଇଛନ୍ତି ।
ଯଦି ଟ୍ରମ୍ପ ଏହି…