Below header
Browsing Tag

earth quake in odisha

କଳାହାଣ୍ଡିରେ ମୃଦୁ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୫

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡିରେ ମୃଦୁ ଭୂକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୩.୫। ଦିନ ୧୧ଟା ୨୯ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ। ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଭୂକମ୍ପରେ କାହାର କୌଣସି କ୍ଷତି ହୋଇନାହିଁ।

ବିଳମ୍ବିତ ରାତିରେ ମୟୂରଭଞ୍ଜରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ

ମୟୂରଭଞ୍ଜ: ମୟୂରଭଞ୍ଜରେ ଭୂକମ୍ପ ଝଟ୍‌କା। ବିଳମ୍ବିତ ରାତି ୨ଟା ୧୩ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୩.୯। ଏନେଇ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ପକ୍ଷରୁ ସୂଚନା ମିଳିଛି।ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା…