ପରିବାର ପାଇଁ ପାଣିରେ ୮ ଘଣ୍ଟା, ଏ ଦୃଶ୍ୟ ଏମିତି ଦେଖିଲେ ଆଖିରେ ଲୁହ ଜକେଇ ଆସିବ
ଭୁବନେଶ୍ୱର: ମା' ଧରାପୃଷ୍ଠକୁ ଆସି ବାହୁଡ଼ିଗଲେ । ମା'ଙ୍କ ବିସର୍ଜନ ପାଇଁ ଭୁବନେଶ୍ୱରରେ ବିଏମସି ପକ୍ଷରୁ ହୋଇଥିଲା ବ୍ୟାପକ ପ୍ରସ୍ତୁତି । ଯେତେବେଳେ ମା'ଙ୍କ ବିସର୍ଜନ ଦୃଶ୍ୟ ଆମେ କଭର କରୁଥିଲୁ ସେତେବେଳେ ଆଉ ଏକ ଦୃଶ୍ୟ ଆମ ସାମ୍ନାକୁ ଆସିଲା । ଯାହା ଆମକୁ ଭାବ ବିହ୍ୱୋଳ କରିଦେଲା । ଏ…