ଚାଷୀ ଆନ୍ଦୋଳନରେ ସାମିଲ ହେବା ପାଇଁ ୬୦ ବର୍ଷୀୟ ଵୃଦ୍ଧ ଚଲାଇଲେ ୧୧ ଦିନ ପର୍ଯ୍ଯନ୍ତ ସାଇକେଲ, ଅତିକ୍ରମ କଲେ ହଜାରେ…
କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ହରିୟାଣା ସୀମାରେ ଗତ କେତେ ଦିନ ହେଲାଣି ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନକୁ ଦେଶର ବିଭିନ୍ନ ରାଜ୍ଯର ଚାଷୀ ମଧ୍ୟ ସମର୍ଥନ କରୁଛନ୍ତି। ଏହା ଭିତରେ ବିହାରର ସିବାନା ଜିଲ୍ଲାରୁ ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଚାଷୀ ଆନ୍ଦୋଳନରେ…