ଢେଙ୍କାନାଳ ଭୁବନ ବାଜି ରାଉତ ବ୍ରିଜ୍ ଉପରେ ଓଭରଟେକକୁ ନେଇ ଯାତ୍ରୀବାହୀ ବସ୍ ଉପରକୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲେ…
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ବ୍ରିଜ୍ ଉପରେ ଓଭରଟେକକୁ ନେଇ ଯାତ୍ରୀବାହୀ ବସ୍ ଉପରକୁ ଗୁଳିମାଡ । କଟକରୁ ଭୁବନ ଅଭିମୁଖେ ଯାଉଥିବା ମଲ୍ଲିକ ନାମକ ଏକ ଯାତ୍ରୀବାହୀ ବସ ଉପରକୁ ଗୁଳି ମାଡ଼ କରାଯାଇଛି । ତେବେ ଗୁଳିଟି ବସର କାଚରେ ବାଜିଥିବାବେଳେ କାହାରି କିଛି କ୍ଷତି…