ଏଥରକ ପଦ୍ମ ସମ୍ମାନରେ ସମ୍ମାନିତ ହେବେ ୧୨୮ ଜଣ, ଦେଖନ୍ତୁ କାହାକୁ ମିଳିବ କି ପୁରସ୍କାର
ଘୋଷଣା ହେଲା ପଦ୍ମ ସମ୍ମାନ। ଏଥରକ ଦେଶର ମୋଟ୍ ୧୨୮ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ। ସେମାନଙ୍କ ଭିତରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। କଳା କ୍ଷେତ୍ର ପାଇଁ ମହାରାଷ୍ଟ୍ରର ପ୍ରଭା ଆତ୍ରେ, ଶିକ୍ଷା ଓ…