Below header
Browsing Tag

Ghatgaon accident

ଘଟଗାଁ ଦୁର୍ଘଟଣା: ୮ ମୃତକଙ୍କ ପରିବାରକୁ ଅନୁକଂପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଅଧା ରହିଗଲା ତାରିଣୀ ଦର୍ଶନ । ଟ୍ରକ ପଛକୁ ଧକ୍କା ଦେଲା ଭ୍ୟାନ୍ । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଘଟଗାଁ ବାଲିଯୋଡି ନିକଟରେ ଘଟିଛି ଏହି ମୁର୍ମଦୁନ୍ତ ଦୁର୍ଘଟଣା । ଏପରି ଭୟଙ୍କର ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା…