Below header
Browsing Tag

gold thief

ଗଜପତି: ପୋଲିସ ବାନ୍ଧିଲା ପୁତୁରାକୁ, କରିଥିଲା ୩୦ ତୁଳା ସୁନାଗହଣା ଚୋରି

ସୁନା ଚୋର ଗିରଫ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ରେଖେନା ସାହିର ପ୍ରମୋଦ କୁମାର ପଣ୍ଡାଙ୍କ ଘରୁ କିଛି ଦିନ ପୂର୍ବରୁ ୩୦ ତୁଳା ସୁନାଗହଣା ଚୋରି ହୋଇଥିଲା। ସୁନା ଚୋରକୁ ଖୋଜି ଖୋଜି ପ୍ରମୋଦଙ୍କ ପୁତୁରା, ଚିନ୍ମୟ ପାତ୍ର ନିକଟରେ ପହଞ୍ଚିଥିଲା। ଚିନ୍ମୟକୁ ଜେରା କରିବା ସହ, ସେ ନିଜ ଦୋଷ…