Below header
Browsing Tag

Google Policy

୩ ହଜାର ୫୦୦ଟି ପରସନାଲ ଲୋନ ଆପକୁ ପ୍ଲେଷ୍ଟୋରରୁ ବାହାର କରିଛି ଗୁଗୁଲ, ୧୭୩ ହଜାର ଆକାଉଣ୍ଟ ବ୍ୟାନ

କେନ୍ୟୁଜ୍‌(ବ୍ୟୁରୋ): ଆସିଲା ଗୁଗୁଲର ପ୍ଲେ ପ୍ରୋଟେକ୍ଟ ରିପୋର୍ଟ । ୩ ହଜାର ୫୦୦ଟି ପରସନାଲ ଲୋନ ଆପକୁ ପ୍ଲେ ଷ୍ଟୋରରୁ ବାହାର କରିଛି ଗୁଗୁଲ । ପ୍ଲେ ଷ୍ଟୋର ପଲିସିକୁ ନମାନିବାରୁ ଗୁଗୁଲ ପକ୍ଷରୁ ଏପରି କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଏହିସବୁ ଆପ୍ଲିକେସନ ଗୁଗୁଲର ପଲିସି ରିକ୍ୟୁରମେଣ୍ଟକୁ…