Below header
Browsing Tag

Gwalior Pro-Panja League

ଗ୍ୱାଲିୟର ପ୍ରୋ-ପଞ୍ଜା ଲିଗ୍‌ରେ ଚମକିଲେ ଓଡ଼ିଆ, ଜିତିଲେ ୩ ପଦକ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଗ୍ୱାଲିୟରରେ ପ୍ରୋ-ପଞ୍ଝା ଲିଗ୍‌ରେ ଚମକିଲେ ଓଡ଼ିଆ । ଏହି ସର୍ବ ଭାରତୀୟ ବାହୁ କୁସ୍ତି ଚମ୍ପିୟାନସିପରେ ଓଡିଶା ଟିମ୍‌ ତିନୋଟି ପଦକ ଜିତିଛନ୍ତି । ଯେଉଁଥିରେ ଏକ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ଓଡିଶାର ୧୮ଜଣିଆ ଟିମ୍‌ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସୁନ୍ଦର…