Below header
Browsing Tag

jawan release date

ଫିଲ୍ମ ‘ଜବାନ’ ରିଲିଜ୍‌ ହେବା ପୂର୍ବରୁ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ ଶାହରୁଖ ଖାନ୍‌, ଭିଡିଓ ଭାଇରଲ

ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ୍ ତାଙ୍କ ଅପକମିଂ ଫିଲ୍ମ ‘ଜବାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଶାହରୁଖ୍ ଖାନ୍ ମଙ୍ଗଳବାର ରାତିରେ ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଆଶୀର୍ବାଦ ନେବା ପାଇଁ ପହଞ୍ଚିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।…

ଏହି ତାରିଖରେ ରିଲିଜ ହେବ ଶାହରୁଖଙ୍କ ଆଗାମୀ ଫିଲ୍ମ “ଯୱାନ”, ଜାଣିରଖନ୍ତୁ କେବେ

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବଲିଉଡ଼ ବାଡ଼ ବାଦଶାହ ଶାହରୁଖ ଖାନ ଶୁକ୍ରବାର ଅଧିକାରୀକ ଭାବେ ନିଜ ଆଗାମୀ ଫିଲ୍ମ Jawanର ରିଲିଜ ବାବଦରେ ଘୋଷଣା କରିଛନ୍ତି । ନିର୍ଦ୍ଦେଶକ ଆଟଲିଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ଆସନ୍ତା ବର୍ଷ ଜୁନ ୨ ତାରିଖରେ ପରଦାକୁ ଆସିବ ବୋଲି ଜଣାଯାଇଛି । Jawan…