Browsing Tag

kissing baby

ପିଲାଙ୍କୁ ଚୁମ୍ବନ କରିବା ପୂର୍ବରୁ ଜାଣିରଖନ୍ତୁ ଏହିସବୁ କଥା, ନଚେତ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ ଖରାପ ପ୍ରଭାବ

ଛୋଟ ପିଲା ସମସ୍ତଙ୍କୁ ଭଲ ଲାଗନ୍ତି। ସେମାନଙ୍କୁ ଦେଖିବା ମାତ୍ରେ ଗେଲ କିମ୍ବା କିସ୍‌ କରିବାକୁ ଇଚ୍ଛା ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଆପଣଙ୍କର ଏପରି ଭଲପାଇବାର ଶୈଳୀ ପିଲାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାଙ୍କୁ ଚୁମ୍ବନ କରିବା ଅନେକ ସମସ୍ୟା ଆଣିପାରେ। ତେବେ…