ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଘଟଣା, ଜମିରେ ପଡିଛି ମୃତଦେହ
କାଲିମେଳା (କେନ୍ୟୁଜ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଘଟଣା । ଜମିରେ ପଡିଛି ମୃତଦେହ । ହତ୍ୟା କରାଯାଇଥିବା ବ୍ୟକ୍ତି ଜଣକ ସାଓଲାମି ଦେବା । ମାଲକାନଗିରି ଜିଲ୍ଲା ପଡିଆ ଥାନା ପାଲାଗୁଡ଼ା ଗାଁର ଘଟଣା ।
ସୂଚନା ଅନୁସାରେ ଚାଷ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର…