Browsing Tag

mango curry

ଆଜି ଟିକେ ଘରେ ବନାନ୍ତୁ ସ୍ୱାଦିଷ୍ଟ “ଆମ୍ବ ତରକାରୀ”, ଚାଖି କି ନିଶ୍ଚିନ୍ତ କହିବେ ବାଃ ବାଃ

ଗରମ ଦିନରେ ପ୍ରଚୁର ପରିମାଣରେ କଞ୍ଚା ଆମ୍ବ ମିଳେ । ଆମ ମଧ୍ୟରୁ ଅନେକେ ଆମ୍ବ ଆଚାର, ଆମ୍ବ ଖଟା, ଆମ୍ବ ଜେଲି ଆଦି କରି ଖାଇବାକୁ ପସନ୍ଦ କରନ୍ତି । ଏହାବାଦ କିଛି ଜଣ ଆମ୍ବ ପଣା କରି ପିଇବା ସହ ବର୍ଷ ଯାକ ପାଇଁ ଆଚାର କରି ରଖି ଦିଅନ୍ତି । ପାଚିଲା ଆମ୍ବକୁ ଏମିତି ଖାଇଦେବା ସହ ଜୁସ କରି…