Below header
Browsing Tag

Melanistic Tiger

ଓଡ଼ିଶାର ଶିମିଳିପାଳରେ ଦେଖାଗଲା ବିରଳ ପ୍ରଜାତିର କଳା ବାଘ, ଭାଇରାଲ ହେଉଛି ଭିଡିଓ

ଯେତେବେଳେ ଆପଣ ବାଘ ବିଷୟ କଳ୍ପନା କରନ୍ତି ଆପଣଙ୍କ ମନରେ ପ୍ରଥମେ ଏକ ବଡ଼ ବିଲେଇର ପ୍ରତିଛବି ନିଶ୍ଚିତ ଆସିଥାଏ, ଯାହା ଶରୀରରେ କଳା ଦାଗ ପଡ଼ିଥାଏ । ବାଘ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ମଧ୍ୟ ଦେଖାଯାଇଥାଏ । ବାଘ ବିଭିନ୍ନ ପ୍ରକାରର ହୋଇଥାନ୍ତି ଯାହା ଆପଣ ସାମ୍ନାରେ ଦେଖିନଥିଲେ ମଧ୍ୟ…

ଓଡିଶା ଜଙ୍ଗଲରେ ଦେଖିବାକୁ ମିଳିଲା ବିରଳ କଳାବାଘ, ଭାଇରଲ ହେଉଛି ଫଟୋ

ଓଡିଶା ଜଙ୍ଗଲରେ ଏକ ବିରଳ ବାଘ ଦେଖିବାକୁ ମିଳିଛି। ବାଘ ଶରୀରରେ କଳା କଳା ପଟା ରହିଛି। ଏହି ଫଟୋ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ସୌମେନ ବାଜପେୟୀ ସଉକରେ ଉଠାଇଛନ୍ତି। ବୈଜ୍ଞାନିକଙ୍କ କହିବାନୁଯାୟୀ, ରାଜ୍ୟରେ ଏହିଭଳି କଳା ବାଘ ସଂଖ୍ୟା ୭-୮ ରହିଛି। ଦୁନିଆର କଳା ବାଘ ଜନସଂଖ୍ୟାର ୭୦ ପ୍ରତିଶତ କଳା…