୫୫ ଇଞ୍ଚ Mi TV 4Xକୁ ସାଓମି କଲା ଭାରତରେ ଲଞ୍ଚ, ଗ୍ରାହକଙ୍କୁ ମିଳିବ ଦମଦାର ଫିଚର୍ସ
ଚାଇନା ଟେକ୍ କମ୍ପାନୀ ସାଓମି ନିଜର ଏମଆଇ ଟିଭି ୪ଏକ୍ସ ୨୦୨୦ ଏଡିସନକୁ ଭାରତରେ ଲଞ୍ଚ କରିଛି। ଏହି ଟିଭିରେ ଏମିତି ଅନେକ ଫିଚର୍ସ ରହିଛି ଯାହା ଗ୍ରାହକଙ୍କୁ ଆକର୍ଷିତ କରିପାରେ। ଏହି ଟିଭିର ଦାମ 34,999 ଟଙ୍କା ରଖାଯାଇଛି। ଗ୍ରାହକ ଏହି ଟିଭିକୁ ୨ ଡିସେମ୍ବର ଦ୍ୱିପହର ୧୨ଟା ଠାରୁ ଆମାଜନ,…