ଆରୋଗ୍ୟ ସେତୁ ଆପକୁ ନେଇ ସରକାର ଜାରି କଲେ ନୂଆ ନିର୍ଦ୍ଦେଶ, ଯାହା ଆପଣ ଜାଣିବା ନିହାତି ଆବଶ୍ୟକ
ନୂଆଦିଲ୍ଲୀ : ଲକଡାଉନର ଚତୁର୍ଥ ପର୍ଯ୍ୟାୟ ନିୟମ ଭିତରେ ସରକାର ଆରୋଗ୍ୟ ସେତୁ ଆପ ସହିତ ଜଡିତ ନିୟମକୁ ମଧ୍ୟ ସରଳ କରିଦେଇଛନ୍ତି। ସରକାର ଏହି ଆପକୁ ବାଧ୍ୟତାମୂଳକ ଡାଉନଲୋଡ଼କୁ ହଟାଇ ଦେଇ ଏହାକୁ ଅପସିନାଲ କରିଦେଇଛନ୍ତି। ଏହି ଆରୋଗ୍ୟ ସେତୁ ଆପକୁ କରୋନା ଭାଇରସ ସଂକ୍ରମଣ ଉପରେ ନଜର ରଖିବା…