ଆଧାର-ପାନ୍ ସମେତ ଏହି ସରକାରୀ କାମକୁ କରନ୍ତୁ ଶୀଘ୍ର ସମାପ୍ତ , ନଚେତ୍ ଭରିବାକୁ ପଡିବ ଜରିମାନା
ଅପ୍ରେଲ ୧ ନୂଆ ଆର୍ଥିକ ବଷର୍ରୁ ସରକାରଙ୍କ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଥିରେ ୧୦ଟି ନିୟମ ରହିଛି। ଯେଉଁଠି ଆପଣଙ୍କୁ ଆଧାର-ପାନ୍ ଲିଙ୍କ ସହ ପିଏମ୍ କିସାନ ସମ୍ମାନ ଅନ୍ତର୍ଗତ ସମସ୍ତ କାର୍ଯ୍ୟକୁୁୁ ୩୧ ମାର୍ଚ୍ଚ ମଧ୍ୟରେ ସାରିବାକୁ ପଡିବ। ଚଳିତମାସ ଶେଷ ହେବା ପୂର୍ବରୁ ଆପଣଙ୍କୁ ଏସବୁ…