Browsing Tag

Odisha assembly election

ରାଜ୍ୟରେ ମତଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ, ଆଜି ଘୋଷଣା ହେବ ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ

ଭୁବନେଶ୍ୱର (କେନ୍ୟୁଜ): ଲୋକସଭା ସହ ଏକାସଙ୍ଗେ ହେବ ଓଡ଼ିଶା ବିଧାନସଭା ନିର୍ବାଚନ । ଆଜି ଏଥିପାଇଁ ବି ତାରିଖ ଘୋଷଣା ହେବ । ୨୦୧୯ରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ଏପ୍ରିଲ ୧୧ରେ ପ୍ରଥମ, ଏପ୍ରିଲ ୧୮ରେ ଦ୍ବିତୀୟ, ଏପ୍ରିଲ ୨୩ରେ ତୃତୀୟ ଓ ଏପ୍ରିଲ ୨୯ରେ ନିଆଯାଇଥିଲା ଚତୁର୍ଥ…