Below header
Browsing Tag

pahili rajo

ସଭିଙ୍କ ମୁହଁରେ ଗୋଟିଏ ଗୀତ; ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ…

ଭୁବନେଶ୍ୱର (କେନ୍ୟୁଜ): ରଜ ଆସିଲେ ମନେପଡେ ଦୋଳି କଥା । ସଭିଙ୍କ ମୁହଁରେ ଶୁଭେ ଗୋଟିଏ ଗୀତ ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ଦିଶୁ ଥାଏ ଝଟମଟ। ଓଡ଼ିଆଙ୍କର ଖୁବ୍‌ ଆପଣାର ପର୍ବ ରଜ । ପ୍ରବଳ ତାତି ଭିତରେ କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଜୀବ…

ଆଜି ରଜ ସଜବାଜ, ଚଳିତ ବର୍ଷ କରୋନା ପାଇଁ ଫିକା ପଡିବ ଦୋଳି ଖେଳର ମଜା

ଭୁବନେଶ୍ବର: ଆଜି ସଜବାଜ। ଆସନ୍ତାକାଲି ପହିଲି ରଜ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ସ୍ଥିତି ଦେଖି ଲକ୍‌ଡାଉନ୍‌ ଯୋଗୁ ଫିକାପଡିଛି ରଜ । ଏଥର ଦେଖିବାକୁ ମିଳିବନି ଦୋଳି ଖେଳର ମଜା । ତେବେ କେନ୍ଦୁଝର ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନ୍‌ ୧୬ ଯାଏଁ କଡା କଟକଣା ଜାରି କରାଯାଇଛି ।…