Below header
Browsing Tag

patient on cycle

ଅନୁଗୁଳ : ରାସ୍ତା ଖରାପ ଯୋଗୁଁ ଆସିଲାନି ଆମ୍ବୁଲାନ୍ସ , ସାଇକେଲରେ ବୁହା ହେଲେ ରୋଗୀ

ଅନୁଗୁଳ (କେନ୍ୟୁଜ୍) : ସାଇକେଲରେ ବୁହା ହେଲେ ରୋଗୀ। ଅନୁଗୁଳ ଜିଲ୍ଲା କନ୍ତାମିଲା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗାଁର ବାଘ ସାହିର ମିନତୀ ବାଘ ଅସୁସ୍ଥ ହୋଇପଡିଥିଲେ। ପରିବାରଲୋକେ ମିନତୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍‌ସକୁ ଖବର ଦେଇଥିଲେ । ହେଲେ ରାସ୍ତା ଖରାପ ଥିବାରୁ…