Browsing Tag

policeman drinking alcohol

ପୋଲିସ କହିଲା, ‘ମଦ, ଚିକେନ୍ ଆଣ, ତୁମ ଅଭିଯୋଗ ଗ୍ରହଣ କରାଯିବ’, ଆଉ ତା’ପରେ ମାତାଲ ପୋଲିସର ଭିଡିଓ ବନେଇ ଦେଲେ ଯୁବକ

‘ମଦ ଆଉ ଚିକେନ୍ ନେଇ କି ଆସ, ତା’ପରେ ତୁମ ଅଭିଯୋଗ ଗ୍ରହଣ କରାଯିବ।‘ ଦୁଇଜଣ ପୋଲିସ କର୍ମଚାରୀ ଜଣେ ଯୁବକଙ୍କୁ ଏହା କହିବା ପରେ ଯୁବକ ଜଣକ ସଙ୍ଗେ ସଙ୍ଗେ ମଦ ନେଇ ଚାଲି ଆସିଥିଲେ। ଆଉ ତା’ପରେ ଅତି ଚତୁରତାର ସହ ପୋଲିସ କର୍ମଚାରୀଦ୍ବୟଙ୍କ ମାତାଲ ବେଳର ଦୃଶ୍ୟକୁ ଭିଡିଓରେ କଏଦ କରିଦେଇଥିଲେ।…