Browsing Tag

prisoner dead

ନୟାଗଡ: ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା, ଦୁଷ୍କର୍ମ ଅଭିଯୋଗରେ ହୋଇଥିଲେ ଗିରଫ

ନୟାଗଡ(କେନ୍ୟୁଜ୍): ନୟାଗଡ଼ ସବ୍‌ ଜେଲ୍‌ରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ଆଜି ଅପରାହ୍ନ‌ରେ ମନୋଜ ନାୟକ ନାମକ ଜଣେ ୨୨ ବର୍ଷିୟ  ବିଚାରଧୀନ ଜେଲର ସେଲରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ମନୋଜ ଅନ୍ୟ କଏଦୀଙ୍କ ଭଳି…

ଜେଲରେ ବିଚାରାଧୀନ କଏଦୀ ମୃତ, ବାପାଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୫ ମାସ ଧରି ଥିଲେ ଉପ କାରାଗାରରେ

ନୟାଗଡ଼ (କେନ୍ୟୁଜ୍) : ଜେଲରେ ବିଚାରାଧୀନ କଏଦୀ ମୃତ । ମୃତକ ହେଲେ ବିଚାରାଧୀନ କଏଦୀ ପୂର୍ଣ୍ଣଚନ୍ଦ୍ର ପାତ୍ର । ବାପାଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୫ ମାସ ଧରି ସେ ନୟାଗଡ଼ ଦଶପଲ୍ଲା ଉପ କାରାଗାରରେ ଥିଲେ । ତେବେ ଗତକାଲି ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ…