Below header

ଜେଲରେ ବିଚାରାଧୀନ କଏଦୀ ମୃତ, ବାପାଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୫ ମାସ ଧରି ଥିଲେ ଉପ କାରାଗାରରେ

ନୟାଗଡ଼ (କେନ୍ୟୁଜ୍) : ଜେଲରେ ବିଚାରାଧୀନ କଏଦୀ ମୃତ । ମୃତକ ହେଲେ ବିଚାରାଧୀନ କଏଦୀ ପୂର୍ଣ୍ଣଚନ୍ଦ୍ର ପାତ୍ର । ବାପାଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୫ ମାସ ଧରି ସେ ନୟାଗଡ଼ ଦଶପଲ୍ଲା ଉପ କାରାଗାରରେ ଥିଲେ । ତେବେ ଗତକାଲି ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.