Below header
Browsing Tag

prisioner dead in jail

ଜେଲରେ ବିଚାରାଧୀନ କଏଦୀ ମୃତ, ବାପାଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୫ ମାସ ଧରି ଥିଲେ ଉପ କାରାଗାରରେ

ନୟାଗଡ଼ (କେନ୍ୟୁଜ୍) : ଜେଲରେ ବିଚାରାଧୀନ କଏଦୀ ମୃତ । ମୃତକ ହେଲେ ବିଚାରାଧୀନ କଏଦୀ ପୂର୍ଣ୍ଣଚନ୍ଦ୍ର ପାତ୍ର । ବାପାଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୫ ମାସ ଧରି ସେ ନୟାଗଡ଼ ଦଶପଲ୍ଲା ଉପ କାରାଗାରରେ ଥିଲେ । ତେବେ ଗତକାଲି ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ…

କେନ୍ଦୁଝର : ଜେଲ୍‌ ଭିତରେ ବିଚାରାଧୀନ କଏଦୀର ଆତ୍ମହତ୍ୟା

କେନ୍ଦୁଝର (କେ ନ୍ୟୁଜ୍‌) : କେନ୍ଦୁଝର ଜେଲ୍‌ରେ ବିଚରାଧୀନ କଏଦୀର ମୃତ୍ୟୁ । ଏକ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ପ୍ରଦୀପ ବେହେରା ନାମକ ଅଭିଯୁକ୍ତ ଆଜି ସନ୍ଧ୍ୟାରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଘଟଣାକୁ ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ରଫରୁ ଟାଉନ୍‌ ଥାନାରେ ଏକ…