Below header

କେନ୍ଦୁଝର : ଜେଲ୍‌ ଭିତରେ ବିଚାରାଧୀନ କଏଦୀର ଆତ୍ମହତ୍ୟା

କେନ୍ଦୁଝର (କେ ନ୍ୟୁଜ୍‌) : କେନ୍ଦୁଝର ଜେଲ୍‌ରେ ବିଚରାଧୀନ କଏଦୀର ମୃତ୍ୟୁ । ଏକ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ପ୍ରଦୀପ ବେହେରା ନାମକ ଅଭିଯୁକ୍ତ ଆଜି ସନ୍ଧ୍ୟାରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଘଟଣାକୁ ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ରଫରୁ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.