Below header
Browsing Tag

Pulwama Terror Attack anniversary

ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ, ବୀର ଯବାନଙ୍କୁ ଝୁରୁଛି ସାରା ଦେଶ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ଏହା ମଧ୍ୟରେ ୨ ବର୍ଷ ପୂରିଯାଇଛି । ଗତ ୨୦୧୯, ୧୪ ଫେବ୍ରୁଆରୀ ଦିନ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ। ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ…