Below header
Browsing Tag

red light area

ଏହି ଦେଶ ଗୁଡିକରେ ଖୋଲିଲା ରେଡ଼ ଲାଇଟ ଏରିଆ, କିନ୍ତୁ ଏହି ସବୁ କାର୍ଯ୍ୟ ଉପରେ ଲାଗିଲା ପ୍ରତିବନ୍ଧକ

ବିଶ୍ୱର ଅଧିକାଂଶ ଦେଶରେ କରୋନା ମହାମାରୀ କାରଣରୁ ଜାରି ହୋଇଥିବା ଲକ ଡାଉନ ସ୍ଥିତିକୁ ଧୀରେ ଧୀରେ କୋହଳ କରାଯାଉଛି ।  ଅଧିକାଂଶ ଦେଶରେ ହଟାଇ ଦିଆଯାଇ ଗଲାଣି ।  ନେଦରଲ୍ୟାଣ୍ଡ ଓ ଥାଇଲ୍ୟାଣ୍ଡ ପରି ଦେଶ ମାନେ ନିଜ ନିଜ ବେସ୍ୟାଳୟ ଓ ରେଡ ଲାଇଟ ଏରିଆକୁ ଖୋଲିବାକୁ ଅନୁମତି ଦେଇଦେଲେଣି । …