Below header

ନଦୀରେ ବୁଡି ଯୁବତୀ ନିଖୋଜ

ନଦୀରେ ବୁଡି ଯୁବତୀ ନିଖୋଜ। ଦିନ ୧୨ ଟା ସମୟରେ ନିଜ ସାଙ୍ଗ ସାଥୀଙ୍କ ସହ ଜଲାପୁଟ ନଦୀକୁ ଗାଧୋଇବାକୁ ଯାଇଥିଲେ ଖିନିମୁଙ୍ଗ ଗ୍ରାମର ନମିତା ବଡ଼ନାୟକ(୧୮) ।

ଲମତାପୁଟ : ନଦୀରେ ବୁଡି ଯୁବତୀ ନିଖୋଜ। ଦିନ ୧୨ ଟା ସମୟରେ ନିଜ ସାଙ୍ଗ ସାଥୀଙ୍କ ସହ ଜଲାପୁଟ ନଦୀକୁ ଗାଧୋଇବାକୁ ଯାଇଥିଲେ ଖିନିମୁଙ୍ଗ ଗ୍ରାମର ନମିତା ବଡ଼ନାୟକ(୧୮) । ତେବେ ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି l ଘଟଣାସ୍ଥଳରେ ଜଲାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲମତାପୁଟ ଅଗ୍ନିଶମ ବିଭାଗ ନଦୀରେ ଖୋଜା ଜାରି ରଖିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.