Browsing Tag

drown

ମହାନଦୀରେ ବୁଡି ତିନି ଯୁବକ ନିଖୋଜ, ସର୍ଚ୍ଚ ଅପେରେସନ ଜାରି

କଟକ : ମହାନଦୀରେ ଅଘଟଣ । ମହାନଦୀରେ ବୁଡି ତିନି ଜଣ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି । ଜଗତପୁର ସାତବାଟିଆ ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତିନି ଯୁବକ କଲେଜ ଛାତ୍ର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି ।…

ସାପୁଆ ଡ୍ୟାମରେ ଅଘଟଣ, ଡ୍ୟାମରେ ଗାଧୋଇବା ବେଳେ ବୁଡ଼ିଯାଇ ଯୁବକ ମୃତ

ହିନ୍ଦୋଳ : ସାପୁଆ ଡ୍ୟାମରେ ଅଘଟଣ ।  ଡ୍ୟାମରେ ଗାଧୋଇବା ବେଳେ ବୁଡ଼ିଯାଇ ଯୁବକ ମୃତ ।  ସାପୁଆ ଡ୍ୟାମକୁ ଗାଧେଇବାକୁ ଯାଇ ବୁଡିଯାଇ ଯୁବକ ମୃତ ।  ମୃତ ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଢ଼ା ଗ୍ରାମର ରାଜେନ୍ଦ୍ର ବିଶ୍ଵାଳ । ବୟସ ୧୭ ବର୍ଷ ।  ରାସୋଳ ଅଗ୍ନିଶମ ବାହିନୀ…

ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ ,ଗାଧୋଇବାକୁ ଯାଇ ଭାସିଗଲେ

ଢେଙ୍କାନାଳ : ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଯୁବକ ନିଖୋଜ ।  ସାଙ୍ଗମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ ।  ଖୋଜା ଖୋଜି କରିବାରେ ମିଳି ପାରୁନି ଯୁବକଙ୍କ ପତ୍ତା ।  ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ଅନ୍ତର୍ଗତ ମାନପୁର ବ୍ରାହ୍ମଣୀ ନଦୀ ଘାଟରେ ଘଟିଛି ଏହି…

ହୋଲି ଖେଳ ଗାଧୁଆ ହେଲା କାଳ, ଭାସିଯାଇ ଯୁବକ ନିଖୋଜ

ଆଳି : ହୋଲି ଖେଳ ଗାଧୁଆ ହେଲା କାଳ ।  ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଯୁବକ ନିଖୋଜ ।  କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଟୁଙ୍ଗା ଗାଁ ନିକଟସ୍ଥ ଖରସ୍ରୋତା ନଦୀରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି ।  ନିଖୋଜ ଯୁବକ ହେଉଛନ୍ତି ଟୁଙ୍ଗା ଗାଁର ପ୍ରକାଶ ବାରିକଙ୍କ ପୁଅ…

କାଠଯୋଡ଼ିରେ ବୁଡିଯାଇ ଦୁଇ ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ ଜାରି

କଟକ : ଆଜି କଟକ ନେତାଜୀ ସୁବାଷ ବୋଷ ବସ ଟର୍ମିନାଲ ସମ୍ମୁଖ କାଠଯୋଡ଼ି ନଦୀରେ ଘଟିଛି  ଅଘଟଣ ।  ପଞ୍ଚୁକ ସଂକୀର୍ତ୍ତନ ପାଇଁ ଯାଇଥିଲେ ନଦୀକୁ । କାଠଯୋଡ଼ି ନଦୀରେ ଗାଧୋଇବା ବେଳେ  ଦୁଇ ନାବାଳକ ବୁଡିଯାଇ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଞ୍ଚି ସର୍ଚ୍ଚ ଅପରେସନ…

ନଦୀରେ ଭାସିଗଲେ ସ୍କୁଲ ଛାତ୍ର, ଅଗ୍ନିଶମ ବାହିନୀର ଉଦ୍ଧାର ଅଭିଯାନ ଜାରି

ବାଲିଗୁଡା : ନଦୀରେ ଭାସିଗଲେ ସ୍କୁଲ ଛାତ୍ର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ବାଦୁବାଡ଼ି ନିକଟରେ କାଳିପେନୁ ନଦୀରେ ଜଣେ ଛାତ୍ର ଭାସିଯାଇଛନ୍ତି ।  ଭୋଜି କରିବାକୁ ଆସି ନଦୀରୁ ପାଣି ଆଣିବାକୁ ଯାଇଥିବା ସମୟରେ ଅଘଟଣ ଘଟିଛି ।  ନିଖୋଜ ଜଣକ ହେଲେ ରାଇକିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ…

ସିଡୁଆ ନଦୀରେ ବୁଡ଼ିଗଲେ ଦୁଇ ନାବାଳକ, ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

କଟକ : ନଦୀରେ ବୁଡ଼ିଗଲେ ଦୁଇ ନାବାଳକ । ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ । କଟକ ୪୨-ମୌଜା ଥାନା ଅନ୍ତର୍ଗତ କଳପଡ଼ ପଞ୍ଚାୟତର ବସନ୍ତ କୁଣ୍ଡଳ ଗାଁ ପାଖ ସିଡୁଆ ନଦୀରେ ଅଘଟଣ । ଜଣକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟଜଣଙ୍କୁ ଉଦ୍ଧାର ଅଭିଯାନ ଜାରି ରହିଛି…

ଭିଡିଓ ଶୁଟିଙ୍ଗ କରୁଥିବା ସମୟରେ ଅଘଟଣ, ଭାସି ଗଲେ ୟୁଟ୍ୟୁବର

ଲମତାପୁଟ : ଡୁଡୁମା ଜଳପ୍ରପାତରେ ପୁଣି ଅଘଟଣ  l  ଜଣେ ୟୁଟ୍ୟୁବ ବ୍ଲଗର ଭାସି ଗଲେ ଡୁଡୁମା ଜଳପ୍ରପାତରେ  l ବ୍ରହ୍ମପୁରର ସାଗର ଟୁଡୁ ଏବଂ କଟକର ଅଭିଜିତ ବେହେରା ମିଶି ଡୁଡୁମା ଜଳପ୍ରପାତ ଉପରେ DRONE ସାହାଯ୍ୟରେ ଭିଡିଓ ଶୁଟିଙ୍ଗ କରୁଥିଲେ l ଏହି ସମୟରେ ମାଛ କୁଣ୍ଡ ଡ୍ୟାମର ଗେଟ…

କେନାଲରେ ବୁଡିଗଲେ ନାବାଳିକା, ଉଦ୍ଧାର କାର୍ଯ୍ୟ ଜାରି

କାମାକ୍ଷାନଗର : କାମାକ୍ଷାନଗର ଥାନା କେନ୍ଦୁପଶି ଗ୍ରାମରେ ଅଘଟଣ  l  ଗ୍ରାମ ନିକଟରେ ଥିବା ରେଙ୍ଗାଳି କେନାଲକୁ ଶୌଚ ନିମନ୍ତେ ଯାଇଥିବା ବେଳେ କେନାଲରେ ବୁଡି ନିଖୋଜ ନାବାଳିକା  l  ନିଖୋଜ ନାବାଳିକା ଜଣକ ସେହି ଗ୍ରାମର ଟୁନା ନାଏକଙ୍କ ଝିଅ କାଞ୍ଚନ ନାଏକ (୧୫)  l  ସୂଚନା ଅନୁସାରେ, ଆଜି…

ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ନିଖୋଜ

ଜଳେଶ୍ୱର :  ପଶ୍ଚିମବଙ୍ଗ ଦୀଘା ସମୁଦ୍ରରେ ଗୋଧୋଇବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ ।  ଜଣକୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଦୀଘା ହସପିଟାଲ ରେ ଭର୍ତ୍ତି କରିଛନ୍ତି । ଏବେ ବି ଅନ୍ଯ ଜଣେ ପର୍ଯ୍ଯଟକ ନିଖୋଜ ଅଛନ୍ତି ।  ଲଘୁଚାପ ପ୍ରଭାବରେ ବର୍ତ୍ତମାନ ସମୂଦ୍ର ଅଶାନ୍ତ ରହିଛି ।  ଖବର…

ତାଳଦଣ୍ଡା କେନାଲରେ ବୁଡିଗଲେ ଯୁବକ, ଦଶାହ କାମ ଚାଲିଥିବା ବେଳେ ବୁଡିଗଲେ ଯୁବକ

ପାରାଦୀପ : ଦଶାହ କାମ ଚାଲିଥିବା ବେଳେ ବୁଡିଗଲେ ଜଣେ ଯୁବକ ।  ଭଉଣୀର ଶାଶୂଙ୍କ ଦଶାହ କାମରେ ଯୋଗ ଦେବାକୁ ଆସି ବୁଡ଼ିଗଲା ଭାଇ । କୁଜଙ୍ଗ ବ୍ଲକ ଚାନ୍ଦପୁର ନିକଟ ତାଳଦଣ୍ଡା କେନାଲରେ ଘଟିଛି ଘଟଣା । ନିଖୋଜ ଯୁବକ ପଙ୍କପାଳ ଗ୍ରାମର ନବୀନ ପରିଡା ବୋଲି ଜଣାପଡିଛି । ଘଟଣା ସ୍ଥଳରେ କୁଜଙ୍ଗ…

ସ୍ୱାତ ନଦୀରେ ବୁଡି ୧୮ ପାକିସ୍ତାନୀ ନିଖୋଜ, ୭ ମୃତ

ପେଶାୱର : ପାକିସ୍ତାନ ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତ ନଦୀରେ ଗୋଟିଏ ପରିବାରର ୧୮ ଜଣ ବୁଡ଼ି ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯାହାର ସୂଚନା ଉଦ୍ଧାରକାରୀ ଦଳ ଦେଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏପରି ଘଟଣା…