ଭୂସ୍ଖଳନ ପରେ ଗଜପତିରେ ପୁନରୁଦ୍ଧାର କାମ ଆରମ୍ଭ, ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଓ ଅଗ୍ନିଶମବାହିନୀ ନିୟୋଜିତ
ଗଜପତି: ଲଘୁଚାପ ଜନିତ ବର୍ଷାରେ ଭୟଙ୍କର ଭୂସ୍ଖଳନ ପରେ ଗଜପତିରେ ଜୋରଦାର ଚାଲିଛି ପୁନରୁଦ୍ଧାର କାମ । ରାୟଗଡ଼ ବ୍ଲକର ପେକଟ, ମୋହନା, ଗୁମ୍ମା ଓ ନୂଆଗଡ଼ ବ୍ଲକରେ ୬ରୁ ଅଧିକ ସ୍ଥାନରେ ଭୂସ୍କଳନ ପରେ ପୁନରୁଦ୍ଧାର କାମରେ ନିୟୋଜିତ ଅଛନ୍ତି ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଓ ଅଗ୍ନିଶମବାହିନୀ ।…