Below header
Browsing Tag

salman khan new song

ସଲମାନଙ୍କ ନୂଆ ଗୀତ ‘ତେରେ ବିନା’ର ଟିଜର ରିଲିଜ, ପୁଣି ଜ୍ୟାକଲିନଙ୍କ ସହ ରୋମାନ୍ସ କଲେ ଭାଇଜାନ

ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ଏକ ନୂଆ ଗୀତ ‘ତେରେ ବିନା’ର ଟିଜର ଲଞ୍ଚ ହୋଇଛି। ଏହି ଗୀତଟି ଆସନ୍ତାକାଲି ଅର୍ଥା ୧୨ ମଇରେ ଲଞ୍ଚ ହେବ। ଏଥିରେ ସଲମାନଙ୍କ ସହ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ମଧ୍ୟ ନଜର ଆସିବେ। ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି। ସଲମାନ୍ ଖାନ୍ ଓ ଜ୍ୟାକିଲନ୍…

କରୋନାକୁ ନେଇ ଭାଇଜାନ ହେଲେ ଭାଇରାଲ, ଶୁଣନ୍ତୁ ସଲମାନଙ୍କ ନୂଆ ଗୀତ

କରୋନା ଭାଇରସକୁ ନେଇ ସଲମାନ ଖାନ ଅର୍ଥାତ ଭାଇଜାନ ଫ୍ୟାନମାନଙ୍କୁ ସଚେତନ କରୁଥିବା ନଜର ଆସିଛନ୍ତି। ଏହାକୁ ନେଇ ସଲମାନ ନିଜର ଏକ ଗୀତ ରିଲିଜ କରିଛନ୍ତି। ଯାହା କରୋନା ଥିମକୁ ନେଇ ପ୍ରସ୍ତୁତ ହୋଇଛି। ଏହି ଗୀତ ‘ପ୍ୟାର କରୋନା’ ରିଲିଜ ହେବା ପରେ ଭାଇରାଲ ହେବାରେ ଲାଗିଛି। ସଲମାନ ଏହି ଗୀତକୁ…