Below header
Browsing Tag

save life

ମୃତ୍ୟୁ ପରେ ବି ଅନ୍ୟମାନଙ୍କୁ ଦେଲେ ଜୀବନର ଉପହାର, ଅଙ୍ଗ ଦାନ କରି ବଞ୍ଚାଇଲେ ଅମୂଲ୍ୟ ଜୀବନ

ନିଜେ ଏ ଦୁନିଆ ଛାଡ଼ି ଚାଲିଗଲେ ସତ । କିନ୍ତୁ ଅନ୍ୟମାନଙ୍କୁ ଦେଇ ଯାଇଛନ୍ତି ଜୀବନର ଉପହାର । ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରିଛନ୍ତି ଏ କୁନି ଝିଅର ବାପା ମା’ । ଝିଅ ସିନା ଏ ଦୁନିଆରୁ ବିଦାୟ ନେଇ ଆର ପାରିକୁ ଚାଲିଗଲା କିନ୍ତୁ ଝିଅର ଅଙ୍ଗ ଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ…

୨୩ ଥର ଓଲଟି ୫୦୦ ଫୁଟ ତଳକୁ ଖସିଲା ବସ୍, ହେଲେ ଗୋଟିଏ ଗଛ ବଂଚାଇଲା ୬୦ ଜୀବନ

ଆଧୂନିକୀକରଣ ପାଇଁ ବର୍ତ୍ତମାନ ଆଖି ବୁଜା ଚାଲିଛି ଗଛ କଟା । କିନ୍ତୁ ସମସ୍ତେ ଜାଣି ରଖିବା ଉଚିତ୍ ଯେ ଗଛ ଆମକୁ ଦେଇଥାଏ ଜୀବନ । ଏପରିକି ମୃତ୍ୟୁ ମୁଖରୁ ମଧ୍ୟ ବଂଚାଇଥାଏ । କଣ ବିଶ୍ବାସ ହେଉନି ନା ? କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଏହି ଖବର ପଢିବା ପରେ ନିଶ୍ଚିତ ଭାବରେ ଆପଣମାନେ ଗଛ କଟାକୁ…