Below header
Browsing Tag

Shimlipal

ଶିମିଳିପାଳରେ ଆଜିଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହେବା ପରେ ଆଜି ଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଇଛି । ଶିମିଳିପାଳରୁ ବାହାରିଥିବା ନଦୀ,ନାଳ ଏବଂ ଜଳାଶୟ ଗୁଡିକ ରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁ ଅଛି । ଆଜି ଗୋଟିଏ ଦିନ ପାଇଁ ପକ୍ଷୀ ଗଣନା କାର୍ଯ୍ୟ…