Below header
Browsing Tag

six shops gutted fire

ଭଦ୍ରକ ରାଣୀତାଲରେ ଅଗ୍ନିକାଣ୍ଡ: ଜଳିଗଲା ୬ ବଖରା ଦୋକାନ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଦୋକାନ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ଭଦ୍ରକ ଜିଲ୍ଲା ରାଣୀତାଲରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୋକାନ ଗୃହରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଫଳରେ ଅନ୍ୟ ଦୋକାନକୁ ବ୍ୟାପିଥିଲା ନିଅାଁ।…