Below header
Browsing Tag

snake in police stattion

ଥାନାରେ ପଶିଲା ସାପ, ବାଜିଲା ବିନ୍‌, ଏବେ ଭିଡିଓ ହେଲା ଭାଇରାଲ

ଉତ୍ତର ପ୍ରଦେଶ ବିଜନୌର ଅଞ୍ଚଳର ଘଟଣା । ଏଠାକାର ହିମପୁରଦୀପ ପୋଲିସ୍‌ ଷ୍ଟେସନ୍‌ ଭିତରକୁ ଅଚାନକ ଏକ ସାପ ପଶି ଆସିଲା । ଚୋର, ଡକାୟତଙ୍କୁ ଲାଠି ଓ ବନ୍ଧୁକ ଦେଖାଇ ଜବତ କରୁଥିବା ପୋଲିସ୍‌ କିନ୍ତୁ ସାପକୁ ଦେଖି ଡରିଗଲେ । ଥାନା ଭିତରେ ଦୋଡ଼ାଦୋଡ଼ି ଆରମ୍ଭ ହୋଇଗଲା । କାଳେ ସାପଟି କାହାକୁ…