Below header
Browsing Tag

stroller thief

ଚୋରି କରିବା ନିଶା ମହିଳାଙ୍କୁ କଲା ପାଗଳ, ନିଜ ଛୁଆ ସହ କଲେ ଏମିତି କାଣ୍ଡ

ଆମେରିକା ସ୍ଥିତ ନ୍ୟୁୟର୍କରେ ନ୍ୟୁଜର୍ସୀରେ ଜଣେ ମହିଳା ଷ୍ଟ୍ରୋଲର ବା ଛୋଟ ପିଲାଙ୍କ ଝୁଲଣା ଚୋରାଇବା ପାଇଁ ଏକ ମଲରେ ପହଁଚିଥିଲେ । ଝୁଲା ଚୋରି ବି କଲେ କିନ୍ତୁ ନିଜ ପିଲା ପ୍ରତି ଧ୍ୟାନ ନଦେଇ ସେ ତାଙ୍କ ପିଲାକୁ ମଲରେ ହିଁ ଛାଡି ଆସିଲେ। ପରେ ଯେତେବେଳେ ତାଙ୍କର ନିଜ ପିଲା କଥା ମନେ ପଡିଲା…