Below header
Browsing Tag

tigress khairi

ଖଇରୀ : ଏମିତି ଏକ ବାଘ ଯାହାର ବାପା ମା ଥିଲେ ମଣିଷ

କରଞ୍ଜିଆ (କେନ୍ୟୁଜ୍‌) : ମଣିଷ ଓ ପଶୁ ଭିତରେ ସମ୍ପର୍କ କେଉଁ ଆଦିମ କାଳରୁ । ହେଲେ ସବୁ ପ୍ରାଣୀଙ୍କ ସହିତ ମଣିଷର ବନ୍ଧୁତା ହୁଏ ନାହିଁ । ଆଉ ହିଂସ୍ର ବନ୍ୟଜନ୍ତୁଙ୍କ ସହ ତ ଆଦୌ ନୁହେଁ । ହେଲେ ଆମ ରାଜ୍ୟ ଓଡ଼ିଶାରେ ଏମିତି ଏକ ମହାବଳ ବାଘ ଥିଲା ଯିଏ ଇତିହାସ ରଚିଛି, ବିରଳ ଉଦାହରଣ ସାଜିଛି…