Below header
Browsing Tag

today chada khai

ସରିଲା ଧର୍ମମାସ, ଆଜି ଛାଡ଼ଖାଇ: ଶନିବାର ଯୋଗୁ ଦୋକାନରେ ମଧ୍ୟମ ଧରଣର ଭିଡ଼

ଭୁବନେଶ୍ବର(କେନ୍ଯୁଜ୍): ସରିଲା ଧର୍ମମାସ । ଆଜି ଛାଡ଼ଖାଇ । ମାସକ ପରେ ଆମିଷ ଖାଇବେ ଲୋକେ । ଆଜି ଛାଡ଼ଖାଇ ଥିଲେ ମଧ୍ୟ ଶନିବାର ଯୋଗୁ ଦୋକାନରେ ମଧ୍ୟମ ଧରଣର ଭିଡ଼ ରହିଛି। ଛାଡ଼ଖାଇ ପାଇଁ ଆମିଷ ଦୋକାନରେ ବିଭିନ୍ନ ପ୍ରକାରର ଆମିଷ ରଖିଛନ୍ତି ବ୍ୟବସାୟୀ । ମାଛ, ମାଂସ, ଚିଙ୍ଗୁଡି ଓ କଙ୍କଡା…

ଆଜି ଛାଡଖାଇ : କିଏ ମାଛ ନେଇ ଘରକୁ ଯାଉଛି ତ ଆଉ କିଏ ମଟନ୍ ଓ ଚିକେନ୍‌

ଭୁବନେଶ୍ବର:ଆଜି ଛାଡଖାଇ। କାର୍ତ୍ତିକ ମାସ ପାଇଁ ମାସେ ଧରି ଆମିଷ ଛାଡିଥିବା ଲୋକ ଛାଡଖାଇ ପାଳନ କରୁଛନ୍ତି। କିଏ ମାଛ ନେଇ ଘରକୁ ଯାଉଛି ତ ଆଉ କିଏ ମାସଂ ଓ ଚିକେନ୍‌। ବେପାରୀ ମଧ୍ୟ ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ ଭେରାଇଟିର ମାଛ ସଜାଇ ରଖିଛନ୍ତି। ରୋହି, ଭାକୁର, ଚିଙ୍ଗୁଡି…