Below header
Browsing Tag

ujwola ratha

ଉଜ୍ଜ୍ୱଳା ରଥ ଉଦଘାଟିତ : ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର (କେନ୍ୟୁଜ୍) : ଉଜ୍ଜ୍ୱଳା ରଥ ଉଦଘାଟିତ । ଭୁବନେଶ୍ୱରର ଇଣ୍ଡିଆନ ଅଏଲ ପରିସରରେ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୬ଟି ଉଜ୍ଜ୍ୱଳା ରଥ ସାରାରାଜ୍ୟ ପରିକ୍ରମା କରିବ । ସାରା ଦେଶରେ ୫ କୋଟି ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ…